କରୋନା ସମୟରେ ସ୍କୁଲ ଖୋଲିବା ପ୍ରସଙ୍ଗ : କେନ୍ଦ୍ରର ଗାଇଡଲାଇନ୍ସ, ଉପରେ ରାଜ୍ୟ ନେବେ ନିଷ୍ପତି

ନୂଆଦିଲ୍ଲୀ : କରୋନା ପ୍ରକୋପ ଯୋଗୁଁ ସାରାଦେଶରେ ସ୍କୁଲଗୁଡ଼ିକ ବନ୍ଦ ରହିଛି। ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ସ୍କୁଲଗୁଡ଼ିକ କେବେ ଖୋଲାଯିବ,ସେ ନେଇ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବିଚାରବିମର୍ଶ ଜାରି ରଖିଛି। ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଥିବା ଯୋଗୁଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପ୍ରାଥମିକତା ବର୍ତ୍ତମାନ ରହିଛି କିଭଳି ଭାବେ ୨୦୨୦-୨୧ ଶିକ୍ଷାବର୍ଷ ଅନ୍ତର୍ଗତ ଓ ଦ୍ୱାଦଶ ଛାତ୍ରଛାତ୍ରୀମାନଙ୍କର ପାଠ୍ୟକ୍ରମକୁ ଆରମ୍ଭ କରାଯାଇ ବୋର୍ଡ ପରୀକ୍ଷାକୁ … Continue reading କରୋନା ସମୟରେ ସ୍କୁଲ ଖୋଲିବା ପ୍ରସଙ୍ଗ : କେନ୍ଦ୍ରର ଗାଇଡଲାଇନ୍ସ, ଉପରେ ରାଜ୍ୟ ନେବେ ନିଷ୍ପତି